ଓଡିଶା

କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଟିଟିଲାଗଡ଼: ହୋଲି ଖେଳସାରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯାହା ପୁରା ଟିଟିଲାଗଡ଼ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି । ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଉକ୍ତ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି । ଆଶୁତୋଷ ବେଲଗାଁ ତେଲ ନଦୀରେ ଗାଧୋଉଥିବା […]

ଓଡିଶା

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି କୋଚ୍, କାରଣ ଅସ୍ପଷ୍ଟ

ପୁରୀ: ହୋଲି ଉତ୍ସବରେ ଆଜି ପୁରୀ ରେଳ ଷ୍ଟେସନରେ ଏକ ବଡ ଅଘଟଣ ଘଟିଛି । ଯାହା ପୁରା ରାଜ୍ୟରେ ଚହଳ ପକାଇଛି । ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ଉକ୍ତ କୋଚ୍ ରେ କେହି ଯାତ୍ରୀ ଉପସ୍ଥିତ ନଥିଲେ । ତେଣୁ କାହାରି ଜୀବନ ଯାଇ ନଥିବା ସୂଚନା ମିଳିଛି । ନିଆଁ ଲାଗିବା କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ପୁରୀ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ […]

ଦେଶ-ବିଦେଶ

‘ଗୁଗଲ ପ୍ଲସ୍’ ବ୍ୟବହାର କରୁଛନ୍ତି କି ? ତାହାଲେ କଣ୍ଟେଣ୍ଟ ବର୍ତ୍ତମାନଠାରୁ ଡାଉନଲୋଡ୍ କରିନିଅନ୍ତୁ, କାରଣ ଏପ୍ରିଲ ୨ ତାରିଖରୁ ବନ୍ଦ ହେବ ‘ଗୁଗଲ ପ୍ଲସ୍’

ଆପଣ ଗୁଗଲ ପ୍ଲସ ବ୍ୟବହାର କରୁଛନ୍ତି କି ? ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆପଣ ନିଜ ଆକାଉଣ୍ଟରୁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ କଣ୍ଟେଣ୍ଟ ବର୍ତ୍ତମାନଠାରୁ ଡାଉନଲୋଡ୍ କରିନିଅନ୍ତୁ । ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ, ଇମେଜ, ଭିଡିଓ ମାର୍ଚ୍ଚ ୩୧ ସୁଦ୍ଧା ଡାଉନଲୋଡ୍ କରିନିଅନ୍ତୁ । କାହିଁକିନା ଏପ୍ରିଲ ୨ ତାରିଖରେ ଗୁଗଲ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଗଲ ପ୍ଲସ ବନ୍ଦ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ ଇମେଲ ନୋଟିଫିକେସନ ଜରିଆରେ ସୂଚନା ଦିଆଯାଇସାରିଛି  […]

ପଲିଟିକ୍ସ

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ବିଜେପି ଆଜି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦେଶ ତମାମ ବିଭିନ୍ନ ଆସନରୁ ୧୮୪ ଜଣଙ୍କ ନାଁ ରହିଥିବା ବେଳେ ଓଡିଶାରୁ ୧୦ଟି ଆସନରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି: ଭୁବନେଶ୍ୱରରୁ – ଅପରାଜିତା ଷଡଙ୍ଗୀ, ବାଲେଶ୍ୱର – ପ୍ରତାପ ଷଡଙ୍ଗୀ, ନବରଙ୍ଗପୁର- ବଳଭଦ୍ର ମାଝୀ, ଆସ୍କା- ଅନିତା ପ୍ରିୟଦର୍ଶିନୀ, ବଲାଙ୍ଗୀର – ସଂଗୀତା ସିଂହଦେଓ, ଢେଙ୍କାନାଳ – ରୁଦ୍ର ପାଣି, ବ୍ରହ୍ମପୁର – ଭ୍ରୁଗୁ ବକ୍ସି ପାତ୍ର, […]

ଓଡିଶା

ଉଦାରତା ଦେଖାଇଲେ ନବୀନ, ଦାମଙ୍କ ପତ୍ନୀ ସ୍ନେହଲତାଙ୍କ ଶେଷ ଦର୍ଶନ କରି ପ୍ରଶଂସା ସାଉଁଟିଲେ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । କିନ୍ତୁ ସ୍ୱର୍ଗୀୟ ପତ୍ନୀଙ୍କ ଶେଷ ଦର୍ଶନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାମଙ୍କ ବାସ ଭବନରେ ପହଂଥିଲେ । ନବୀନଙ୍କ ଉପସ୍ଥିତିକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜନୀତିକୁ ବାଦ୍ ଦେଇ ନବୀନ ଉଦାରତା ଦେଖାଇଥିବା ନେଇ ରାଜ୍ୟବାସୀ ବହୁ ପ୍ରଶଂସା କରିଛନ୍ତି । ନବୀନଙ୍କୁ ଦେଖି ଦାମ ରାଉତ ମଧ୍ୟ […]

ଓଡିଶା

ଆଉ ନାହାନ୍ତି ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର । ୭୧ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସ୍ନେହଲତା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗ ଖବର ପାଇ ବିଜେପିର ବହୁ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି […]

ଲାଇଫ ଷ୍ଟାଇଲ

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହି ବିଧି ବିଧାନ ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧିର ବାସ ହେବ ଆଉ ସକରାତ୍ମକ ଶକ୍ତିର ବାସ ହୁଏ

ପ୍ରତ୍ୟେକ ଦିନ ନ କରିଲେ ମଧ୍ୟ, ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହି ବିଧି ବିଧାନ ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧିର ବାସ ହେବ ଆଉ ସକରାତ୍ମକ ଶକ୍ତିର ବାସ ହୁଏ । ସୁଧ ଓ ପବିତ୍ର ମନରେ ଭଗବାନଙ୍କୁ ଡାକିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ ହୋଇଥାଏ । ହନୁମାନ ହେଉଛନ୍ତି ଏମିତି ଏକ ଠାକୁର ଯିଏ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ବୋଲି କୁହାଯାଏ । ସେ ହେଉଛନ୍ତି ଅମର ଓ ଅଜୟ […]

ଲାଇଫ ଷ୍ଟାଇଲ

ମାର୍ଚ୍ଚ ୨୧ ତାରିଖ (ଗୁରୁବାର), ଏହି ରାଶି ଥିବା ବ୍ୟକ୍ତି ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ, ମାର୍ଚ୍ଚ ୨୧ ତାରିଖ ୨୦୧୯ ମସିହା (ଗୁରୁବାର), ଜାଣନ୍ତୁ ଆଜିର ରାଶିଫଳ: ମେଷ ରାଶି: ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ । ପରିବାରରେ […]

କ୍ରାଇମ

ମହିଳାଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ରସିକିଆ ନାବାଳକ ଗିରଫ

ତେଲେଙ୍ଗାନା: ଜଣେ ମହିଳା ଗାଧୋଉଥିବା ବେଳେ ଏହି ସମୟରେ ଭିଡ଼ିଓ ସୁଟିଂ କରି ଭାଇରାଲ କରିବା ଘଟଣା ଏବେ ତେଲେଙ୍ଗାନା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ ସମ୍ପୂର୍ଣ୍ଣ ଦୃଶ୍ୟକୁ ସାଙ୍ଗମାନଙ୍କ ଭିତରେ ଭାଇରାଲ କରି ବନ୍ଧା ହୋଇଛନ୍ତି ଜଣେ ୧୭ ବର୍ଷିଅ ରସିକିଆ ନାବାଳକ । ଚାତ୍ରିଙ୍କା ପୁଲିସ୍ ଷ୍ଟେସନ୍ ରେ ଅଭିଯୋଗ ହୋଇଥିଲା ଯେ ମହିଳାଙ୍କ ଗାଧୋଉଥିବା ଭିଡ଼ିଓକୁ ନିଜ ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟିଛି ନାବାଳକ ଜଣଙ୍କ । ଏହି […]

ଲାଇଫ ଷ୍ଟାଇଲ

ମାର୍ଚ୍ଚ ୨୦ ତାରିଖ (ବୁଧବାର), ଏହି ରାଶି ଥିବା ବ୍ୟକ୍ତି ଚାହିଁବା ମୁତାବକ କାର୍ଯ୍ୟ ହୋଇପାରିବ ନାହିଁ, ପ୍ରତିକାର: ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ

ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ, ମାର୍ଚ୍ଚ ୨୦ ତାରିଖ ୨୦୧୯ ମସିହା (ବୁଧବାର), ଜାଣନ୍ତୁ ଆଜିର ରାଶିଫଳ: ମେଷ ରାଶି: ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ବୃଷ ରାଶି: ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, […]